ଆପଣ କେବେ ଶୁଣିନଥିବେ: ଶୁଣନ୍ତୁ କୃଷ୍ଣଗର୍ତ୍ତ (ବ୍ଲାକ୍ ହୋଲ୍) ଧକ୍କା ହେବାର ଶବ୍ଦ, ରେକର୍ଡ କରିଛି 'ଲିଗୋ' [Sound of Two Black Holes Colliding]
ଲିଗୋ ରେକର୍ଡ କରିଥିବା କୃଷ୍ଣଗର୍ତ୍ତ ଧକ୍କା ହେବାର ଶବ୍ଦକୁ ବିଶ୍ଳେଷଣ କରି ମହାକାଶ ବିଜ୍ଞାନୀ ମାନେ ଅନୁମାନ କରୁଛନ୍ତି ଯେ, ଏହା ଦୁଇଟି ବିଶାଳ କିନ୍ତୁ ଭିନ୍ନ ଭିନ୍ନ ଆକାରର କୃଷ୍ଣ ଗର୍ତ୍ତ ଧକ୍କା ହେବା ଶବ୍ଦ । ଗୋଟିଏ ସୂର୍ଯ୍ୟ ଠାରୁ 30 ଗୁଣ ବଡ଼ ଏବଂ ଅନ୍ୟଟି ପ୍ରାୟ 19 ଗୁଣ ବଡ଼ । ସେମାନେ ପରସ୍ପର ନିକଟକୁ ଆସିବା ପରେ ପରସ୍ପର ଚାରିପଟେ ବୁଲିବାରେ ଲାଗିଲେ ଏବଂ ଧୀରେଧୀରେ ନିକଟତର ହେବାକୁ ଲାଗିଲେ । ଶେଷରେ ବଡ଼ ଆକାରର ବ୍ଲାକ ହୋଲଟି ସାନ ବ୍ଲାକ ହୋଲଟିକୁ ଗିଳିଦେଲା ଏବଂ ସେମାନେ ଧକ୍କା ହେବା ଫଳରେ ଏକ ବିଶାଳ ମହାଜାଗତିକ ବିସ୍ଫୋରଣ ହେଲା । ଏହାର ଶବ୍ଦ ଲିଗୋ ରେକର୍ଡ କରିଛି ।
ଆହୁରି ପଢ଼ନ୍ତୁ: ପଢ଼ିଲା ବେଳେ ଆମକୁ ନିଦ ଲାଗେ କାହିଁକି?
ଆହୁରି ପଢ଼ନ୍ତୁ: ପଢ଼ିଲା ବେଳେ ଆମକୁ ନିଦ ଲାଗେ କାହିଁକି?
Comments
Post a Comment