ପ୍ରଖ୍ୟାତ ବୈଜ୍ଞାନିକଙ୍କ ଅଦ୍ଭୁତ ଡାକ ଠିକଣା- Sg, Lr, Bk, Cf, Am

Glenn Seaborg could write his address in chemical elements
ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ଗ୍ଲେନ୍ ଟି. ସିବର୍ଗ ନିଜ ଘରର ଡାକ ଠିକଣାକୁ ଏକ ଅଦ୍ଭୁତ ପ୍ରକାରେ ଲେଖି ପାରୁଥିଲେ। ବୋଧ ହୁଏ ସେ ଏକ ମାତ୍ର ବ୍ୟକ୍ତି, ଯିଏକି ବିଭିନ୍ନ ମୌଳିକ ପଦାର୍ଥର ସଂକ୍ଷିପ୍ତ ନାମକୁ ନିଜ ଠିକଣା ଭାବେ ଲେଖିପାରୁଥିଲେ। ସେ ନିଜ ଡାକ ଠିକଣା ଲେଖୁଥିଲେ- Sg, Lr, Bk, Cf, Am


  • Sg- ସିବର୍ଗିୟମ୍ (ତାଙ୍କ ନିଜ ନାଁ ସିବର୍ଗ ଅନୁସାରେ ନାମିତ)
  • Lr- ଲରେନ୍ସିୟମ୍ (ଲରେନ୍ସ ବାର୍କେଲେ ନ୍ୟାସନାଲ ଲେବୋରେଟରି ଅନୁସାରେ ନାମିତ)
  • Bk- ବାର୍କେଲିୟମ୍ (ବାର୍କେଲେ ସହର ଅନୁସାରେ ନାମିତ)
  • Cf- କାଲିଫର୍ଣ୍ଣିୟମ୍ (କାଲିଫର୍ଣ୍ଣିଆ ଅନୁସାରେ ନାମିତ)
  • Am- ଆମେରିକମ୍ (ଆମେରିକା ଅନୁସାରେ ନାମିତ)
ଅର୍ଥାତ୍ ତାଙ୍କ ସମ୍ପୂର୍ଣ୍ଣ ଠିକଣା ହେଲା-

ସିବର୍ଗ, ଲରେନ୍ସ ବାର୍କେଲେ ନ୍ୟାସନାଲ ଲେବୋରେଟରି
ବାର୍କେଲେ,କାଲିଫର୍ଣ୍ଣିଆ
ଆମେରିକା 


ଆହୁରି ପଢ଼ନ୍ତୁ : କେତେ ବିସ୍ମକୟର ମଷଣିର ପଢ଼ିବା ଶକ୍ତି !

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]