କେତେ ବିସ୍ମକୟର ମଷଣିର ପଢ଼ିବା ଶକ୍ତି ! [Can you read scrambled text]

Are you smart enough to read these scrambled texts
ବନ୍ଧୁଗଣ ଆପଣ ଏହି ଲେଟିଖାକୁ ପଢ଼ିପାଛରୁନ୍ତି କି ? ଯଦି ହଁ, ତେବେ ଜାଣି ରଖନ୍ତୁ ମଷଣିର ମସ୍ତିଷ୍କ କେତେ ଶକ୍ତିଶାଳୀ ଓ ବିକ୍ଷଚଣ । ଏହି ଶଟିବ୍ଦକୁ ଆମେ ଏପାଥିଇଁ ପଢ଼ିରୁପାଛୁ ଯେ, ଆମେ କୌଣସି ଲେଖାକୁ ପଢ଼ିଲା ବେଳେ ତାହାକୁ ଅକ୍ଷର ଅଯାନୁୟୀ ପଢ଼ୁାନହୁଁ, ବରଂ ଆମେ ପୁରା ଶବ୍ଦିଟକୁ ପଢ଼ୁ । ତେଣୁ ଅକ୍ଷରର ପ୍ରଥମ ଓ ଶେଷ ଅରକ୍ଷକୁ ସମାନ ରଖି ମଝିରେ ଅରକ୍ଷଗୁଡ଼ିକୁ ଏପସେଟପଟ କଲେ କୌସିଣପ୍ରକାର ଅବିସୁଧା ହୁନାଏହିଁ । କିନ୍ତୁ ମନେ ରବାଖିକୁ ହେବ ଯେ, ଶବ୍ଦର ସମସ୍ତ ଅରକ୍ଷଗୁଡ଼ିକ ଯେପରି ସେଥିଧ୍ୟମରେ ରହିଥାଏ । ନଚେତ୍ ପଢ଼ିବାକୁ ଅବୁସିଧା ହେବ । କେମ୍ବ୍ରିଜ ବିଶ୍ୱଦ୍ୟାବିଳୟର ଗଷେବଣାରୁ ଏହା ଜଣାପଥିଡ଼ିଲା । କେତେ ଚତ୍କାମର ଓ ବିସ୍ମକୟର ନା ?



ଆହୁରି ପଢ଼ନ୍ତୁ : ବିସ୍ମୟକର ସଂଖ୍ୟା 6174

Comments

Popular posts from this blog

ଜିନ୍ ଏଡିଟିଂର କମାଲ୍: ମଣିଷ ଦେହରେ ଲାଗିବ ଘୁଷୁରିର ଅଙ୍ଗପ୍ରତ୍ୟଙ୍ଗ [Pig organs for human transplants]

ଗ୍ରହମାନଙ୍କ ନାମକରଣ ରହସ୍ୟ: କେଉଁ ଗ୍ରହକୁ ମିଳିଛି କେଉଁ ଦେବାଦେବୀଙ୍କ ନାଁ (ଫଟୋଚିତ୍ର ସହ) [How did the planets get their names?]